ଅଙ୍ଗଦାନ କରିବେ ଏହି ଓଡ଼ିଆ ଅଭିନେତ୍ରୀ ଓ ତାଙ୍କ ସ୍ୱାମୀ
ଭୁବନେଶ୍ୱର: ନିଆରା ଢଙ୍ଗରେ ବିବାହ ବାର୍ଷିକୀ ପାଳନ କରିବା ସହ ଅଭିନେତ୍ରୀ ପିଙ୍କି ପ୍ରଧାନ ଓ ତାଙ୍କ ସ୍ୱାମୀ କର୍ଣ୍ଣେଲ୍ ସବ୍ୟସାଚୀ ଦାଶ ଅଙ୍ଗଦାନ କରିବାକୁ ନିଷ୍ପତି ନେଇଛନ୍ତି। ଏନେଇ ଉଭୟ କ୍ୟାପିଟାଲ ହସ୍ପିଟାଲରେ ଅଙ୍ଗଦାନର ଫର୍ମ ପୂରଣ କରି ନିଜ ସ୍ୱୀକୃତି ଦେଇଛନ୍ତି। ଏହାସହିତ ଦୁହେଁ ରକ୍ତଦାନ କରିଛନ୍ତି। ଏହି ଅବସରରେ ପିଙ୍କି କହିଛନ୍ତି ଯେ ନିଜ ବାପାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ନହେବାରୁ ତାଙ୍କୁ ହରାଇଥିଲି। ଏଭଳି ସ୍ଥିତିରେ ଆତ୍ମୀୟଙ୍କୁ ହରାଇବାର ଦୁଃଖ କଣ ସେ … Continue reading ଅଙ୍ଗଦାନ କରିବେ ଏହି ଓଡ଼ିଆ ଅଭିନେତ୍ରୀ ଓ ତାଙ୍କ ସ୍ୱାମୀ
Copy and paste this URL into your WordPress site to embed
Copy and paste this code into your site to embed