ବିବାହରେ ଆସୁଛି କି ବାଧା; ଗୁପ୍ତ ନବରାତ୍ରୀରେ କରନ୍ତୁ ହଳଦୀରେ ୩ଟି ଉପଚାର, ଶୀଘ୍ର ବାଜିବ ସାହାନାଇ

ସମାଜ ଡିଜିଟାଲ ଡେସ୍କ: ଛୋଟରୁ ବଡ ସବୁ ସମସ୍ୟାର ସମାଧାନ ପାଇଁ ସନାତନ ଧର୍ମରେ ପ୍ରତିକାର ରହିଛି । ଏହି ଉପାୟକୁ କିଛି ନିର୍ଦ୍ଦିଷ୍ଟ ଦିନରେ କରିବା ଦ୍ୱାରା ଫଳପ୍ରାପ୍ତ ହୋଇଥାଏ । ବର୍ତ୍ତମାନ ଗୁପ୍ତ ନବରାତ୍ର ଚାଲିଥିବାରୁ ଏହା ଅତ୍ୟନ୍ତ ଶୁଭଙ୍କର ପ୍ରତୀକ ଅଟେ । ବର୍ଷରେ ଚାରି ଥର ନବରାତ୍ର ପଡିଥାଏ । ଚୈତ୍ର ଓ ଶାରଦୀୟ ନବରାତ୍ର କଥା ସମସ୍ତେ ଜାଣିଥିବେ । ହେଲେ ଗୁପ୍ତ ନବରାତ୍ର ବିଷୟରେ ଖୁବ କମ ଲୋକ … Continue reading ବିବାହରେ ଆସୁଛି କି ବାଧା; ଗୁପ୍ତ ନବରାତ୍ରୀରେ କରନ୍ତୁ ହଳଦୀରେ ୩ଟି ଉପଚାର, ଶୀଘ୍ର ବାଜିବ ସାହାନାଇ