ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗିରଫ ହେବା ପରେ ଆଜି ଆପ୍’ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଡେସ୍କ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଗିରଫ ହେବା ପରେ ଭବିଷ୍ୟତ ରଣନୀତି ସ୍ଥିର କରିବା ପାଇଁ ଆମ୍ ଆଦମୀ ପାର୍ଟି ଆଜି ଏହାର ନେତା, ବିଧାୟକ ଓ କାଉନସିଲରଙ୍କୁ ନେଇ ଏକ ବୈଠକ କରିବ। ରାଜ୍ୟସଭା ସାଂସଦ ସନ୍ଦୀପ ପାଠକ ଏହି ବୈଠକରେ ଅଧ୍ୟକ୍ଷତା କରିବାର ସମ୍ଭାବନା ରହିଛି। ଦଳର ସୁପ୍ରିମୋ ଗିରଫ ହେବା ପରେ ଏହା ହେଉଛି ପ୍ରଥମ ବଡ଼ ବୈଠକ ଏବଂ ଏଥିରେ ଦଳର ଭବିଷ୍ୟତ ରଣନୀତି ଉପରେ ଆଲୋଚନା ହେବାର ସମ୍ଭାବନା … Continue reading ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗିରଫ ହେବା ପରେ ଆଜି ଆପ୍’ର ଗୁରୁତ୍ୱପୂର୍ଣ୍ଣ ବୈଠକ