ଇଡି ଓ ସିବିଆଇ ବିଜେପିର ଦଳୀୟ ଗୁଣ୍ଡା – ଦିଲ୍ଲୀ ମନ୍ତ୍ରୀ ଆତିଶୀ

ଡେସ୍କ: ଦିଲ୍ଲୀ ଜଳ ବୋର୍ଡ ସହ ଜଡ଼ିତ ଏକ ନକଲି ମାମଲାର ତଦନ୍ତରେ ହାଜର ହେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ନୂଆ ସମନ୍ ପଠାଇଛି ବୋଲି ବରିଷ୍ଠ ଆପ୍ ନେତା ତଥା ଦିଲ୍ଲୀ ମନ୍ତ୍ରୀ ଆତିଶୀ ରବିବାର କହିଛନ୍ତି। ଆଇସଲ୍ୟାଣ୍ଡରେ ଆଗ୍ନେୟଗିରି ବିସ୍ଫୋରଣ, ଜରୁରୀକାଳୀନ ପରିସ୍ଥିତି ଘୋଷଣା ଏହି ଡିଜେବି (ଦିଲ୍ଲୀ ଜଳ ବୋର୍ଡ) ମାମଲା କ’ଣ ତାହା କେହି ଜାଣନ୍ତି ନାହିଁ। କେଜ୍ରିୱାଲଙ୍କୁ ଯେକୌଣସି ପ୍ରକାରେ ଗିରଫ କରିବା ଏବଂ ତାଙ୍କୁ ଲୋକସଭା … Continue reading ଇଡି ଓ ସିବିଆଇ ବିଜେପିର ଦଳୀୟ ଗୁଣ୍ଡା – ଦିଲ୍ଲୀ ମନ୍ତ୍ରୀ ଆତିଶୀ