ପ୍ରଜ୍ଞାନନ୍ଦଙ୍କ ପିତା-ମାତାଙ୍କୁ କାର୍ ଉପହାର ଦେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ : ସବୁଠାରୁ କମ୍ ବୟସ୍କ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ ମଙ୍ଗଳବାର ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ନିଜ ମାତା-ପିତାଙ୍କୁ ଇଲେକ୍ଟ୍ରିକ୍ କାର୍ ଉପହାର ଦେବା ନେଇ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରାଙ୍କୁ ଧନ୍ୟବାଦ ଦେଇଛନ୍ତି । ଆନନ୍ଦ ମହିନ୍ଦ୍ରା ନିଜର ଏକ ପୁରୁଣା ପୋଷ୍ଟରେ କହିଥିଲେ କି ସେ ପ୍ୟାରେଣ୍ଟ୍ସଙ୍କୁ ନିଜ ପିଲାଙ୍କୁ ଚେସ୍ ସହିତ ପରିଚିତ କରିବାକୁ ନେଇ ପ୍ରୋତ୍ସାହିତ କରିବାକୁ ଚାହୁଁଛନ୍ତି । ସେ ପ୍ରଜ୍ଞାନନ୍ଦଙ୍କ ପିତା-ମାତା ନାଗଲକ୍ଷ୍ମୀ ଏବଂ … Continue reading ପ୍ରଜ୍ଞାନନ୍ଦଙ୍କ ପିତା-ମାତାଙ୍କୁ କାର୍ ଉପହାର ଦେଲେ ଆନନ୍ଦ ମହିନ୍ଦ୍ରା