ଗେରୁଆ ପୋଷାକ ପିନ୍ଧିବାକୁ ବିରୋଧ କରିବାରୁ ସ୍କୁଲରେ ଭଙ୍ଗାରୁଜା

ଡେସ୍କ: ତେଲେଙ୍ଗାନାର ମଞ୍ଚେରିଆଲ ଜିଲ୍ଲାର ଏକ ସ୍କୁଲରେ କିଛି ଛାତ୍ରଛାତ୍ରୀ ହନୁମାନ ଦିକ୍ଷା ପୋଷାକ ପିନ୍ଧିବାକୁ ଶିକ୍ଷକମାନେ ବିରୋଧ କରିବାରୁ ଏକ ଧାର୍ମିକ ସଂଗଠନର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭଙ୍ଗାରୁଜା କରିଛନ୍ତି। ମଦର ଟେରେସା ସ୍କୁଲର ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହ ଭିତରକୁ ପ୍ରବେଶ କରିବାକୁ ଦେଇନଥିବା ଅଭିଯୋଗ ହୋଇଛି। ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ଅଭିଯୋଗ କ୍ରମେ ବୁଧବାର ଜଣେ ସ୍କୁଲ ପ୍ରତିନିଧି ଓ ପ୍ରଧାନଶିକ୍ଷକଙ୍କ ବିରୋଧରେ ଦଫା ୧୫୩(ଏ) (ଧର୍ମ କିମ୍ବା ଜାତି ଆଧାରରେ ବିଭିନ୍ନ … Continue reading ଗେରୁଆ ପୋଷାକ ପିନ୍ଧିବାକୁ ବିରୋଧ କରିବାରୁ ସ୍କୁଲରେ ଭଙ୍ଗାରୁଜା