ନାଇଜେରିଆରେ ପ୍ରବଳ ବନ୍ୟା, ୮୮ ମୃତ

ସମାଜ ଡିଜିଟାଲ ଡେସ୍କ: ନାଇଜେରିଆର ନାଇଜର ରାଜ୍ୟରେ ପ୍ରବଳ ବନ୍ୟା ସୃଷ୍ଟି ହୋଇଛି। ବନ୍ୟା ବିତ୍ପାତରେ ୮୮ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବଜାର, ଘର ଏବଂ ରାସ୍ତାଘାଟ ସବୁ ଜଳମଗ୍ନ ହୋଇପଡ଼ିଛି। ଜନସାଧାରଣ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଗୁରୁବାର ଘଣ୍ଟା ଘଣ୍ଟା ଧରି ପ୍ରବଳ ବର୍ଷା ହେବା ଫଳରେ ହଠାତ ବନ୍ୟା ଆସିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି। ବନ୍ୟାରେ ମୋକଓ୍ବା ନାମକ ସହର ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ବନ୍ୟା ସ୍ରୋତରେ ବହୁ … Continue reading ନାଇଜେରିଆରେ ପ୍ରବଳ ବନ୍ୟା, ୮୮ ମୃତ