ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଉଦାହରଣ ୮୫ ବର୍ଷୀୟ ଖଲିଲ୍‌; ୫୦ ବର୍ଷ ହେଲା ତିଆରି କରୁଛନ୍ତି ମହାବୀର ପତାକା

କୋଡର୍‌ମା: ରାମ ନବମୀକୁ ନେଇ ସାର ଦେଶରେ ଭକ୍ତିମୟ ବାତାବରଣ ଦେଖାଦେଇଛି। ପ୍ରତ୍ୟେକ ଅଞ୍ଚଳକୁ ମହାବୀର ପତାକାରେ ସୁସଜ୍ଜିତ କରାଯାଇଛି। ଛକ, ବଜାର ଏବଂ ମୁଖ୍ୟ ରାସ୍ତାରେ ବିଭିନ୍ନ ଆଖଡ଼ା ସମିତି ଏବଂ ରାମ ନବମୀ ସମିତି ଦ୍ୱାରା ଆକର୍ଷଣୀୟ ସାଜସଜ୍ଜା କରାଯାଇଛି। ଏସବୁ ମଧ୍ୟରେ ୫୦ ବର୍ଷ ଧରି ରାମ ନବମୀ ପାଇଁ ଆକର୍ଷଣୀୟ ମହାବୀର ପତାକା ତିଆରି କରୁଥିବା ଝାଡ଼ଖଣ୍ଡର ଦାଦା-ପୁତୁରା ଯୋଡ଼ି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଝୁମରୀ ତିଲୈୟାର ଭାଦୋଡିହ ନିବାସୀ … Continue reading ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଉଦାହରଣ ୮୫ ବର୍ଷୀୟ ଖଲିଲ୍‌; ୫୦ ବର୍ଷ ହେଲା ତିଆରି କରୁଛନ୍ତି ମହାବୀର ପତାକା