କ୍ୟାପଟେନ ଓ ବାନ୍ଧବୀଙ୍କୁ ରାସ୍ତାରେ ମାଡ଼ ମରାଯିବା ଘଟଣା, ୭ ରୋଡ୍ ରୋମିଓ ଗିରଫ

ସମାଜ ଡିଜିଟାଲ ଡେସ୍କ: କ୍ୟାପଟେନ ଗୁରୁବଂଶ ସିଂହ ଏବଂ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ଅଟକାଇ ମାଡ଼ ମାରିବା ଘଟଣାରେ ଚନ୍ଦକା ଥାନା ପୁଲିସ ୭ ରୋଡ୍ ରୋମିଓଙ୍କୁ ଗିରଫ କରିଛି। ସମସ୍ତ ୭ ଅଭିଯୁକ୍ତ ଛାତ୍ର ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି କୃଷ୍ଣପ୍ରସାଦ ଦାସ। ଅଭିଯୁକ୍ତମାନଙ୍କଠାରୁ ୧୧ଟି ମୋବାଇଲ ଫୋନ ଏବଂ ଗୋଟିଏ ଗାଡ଼ି ଜବତ କରାଯାଇଛି। ଏହାସହିତ ଅସଦାଚରଣ ସମୟର ଭିଡିଓ ପ୍ରଘଟ ହୋଇଛି, ଯାହାକୁ ପୁଲିସ ଅଧିକ ଯାଞ୍ଚ କରୁଥିବା ସୂଚନା ମିଳିଛି। … Continue reading କ୍ୟାପଟେନ ଓ ବାନ୍ଧବୀଙ୍କୁ ରାସ୍ତାରେ ମାଡ଼ ମରାଯିବା ଘଟଣା, ୭ ରୋଡ୍ ରୋମିଓ ଗିରଫ