ଇସ୍ରାଏଲ ଯିବେ ୬ହଜାର ଭାରତୀୟ ଶ୍ରମିକ

ନୂଆଦିଲ୍ଲୀ: ଇସ୍ରାଏଲ ଏହାର ବିଭିନ୍ନ ନିର୍ମାଣ କାର୍ଯ୍ୟ ନିମନ୍ତେ ଭାରତରୁ ୬ହଜାର ଶ୍ରମିକଙ୍କୁ ନେବ। ଭାରତରୁ ଶ୍ରମିକ ନେବା ନିମନ୍ତେ ଇସ୍ରାଏଲକୁ ଭାରତ ସରକାର ଆବଶ୍ୟକ ଅନୁମତି ପ୍ରଦାନ କରିଛନ୍ତି। ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ଇସ୍ରାଏଲରେ ଏବେ ଶ୍ରମିକଙ୍କ ଅଭାବ ଦେଖାଯାଇଛି। ଯୁଦ୍ଧ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ପ୍ରତିଷ୍ଠାନର ପୁନଃନିର୍ମାଣ କାର୍ଯ୍ୟରେ ଏହି ଶ୍ରମିକମାନେ ନିୟୋଜିତ ହେବେ। ଆଫଗାନିସ୍ତାନରେ ବଦଳୁଛି ସ୍ଥିତି! ଶିଖ ଓ ହିନ୍ଦୁଙ୍କୁ ସେମାନଙ୍କ ସମ୍ପତ୍ତି ଫେରାଇବେ ତାଲିବାନ ଶାସକ ଏପ୍ରିଲ ଓ … Continue reading ଇସ୍ରାଏଲ ଯିବେ ୬ହଜାର ଭାରତୀୟ ଶ୍ରମିକ