ହାତ୍ରାସ୍‌ ଦଳାଚକଟା ମାମଲା: ୬ ଗିରଫ, ଫେରାର ସେବାୟତ ନାଁରେ ୧ ଲକ୍ଷ ଟଙ୍କା ପୁରସ୍କାର

ସମାଜ ଡିଜିଟାଲ ଡେସ୍କ: ହାତ୍ରାସ୍‌ ଦଳାଚକଟା ମାମଲାରେ ଏପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରାଯାଇଛି। ସେଥି ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। ଗିରଫ ହୋଇଥିବା ସମସ୍ତ ବ୍ୟକ୍ତି ଆୟୋଜକ କମିଟିର ସଦସ୍ୟ ଏବଂ ସେବକ। ଅଲିଗଡ ରେଞ୍ଜ ଆଇଜି ଶଲଭ ମଥୁର ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସମସ୍ତ ୧୨୧ ମୃତକଙ୍କ ପରିଚୟ ମିଳିଛି। ସମସ୍ତଙ୍କ ଶବ ବ୍ୟବଚ୍ଛେଦ ମଧ୍ୟ କରାଯାଇଛି। ଏହି ଘଟଣାର ତଦନ୍ତ ପାଇଁ ଅନେକ … Continue reading ହାତ୍ରାସ୍‌ ଦଳାଚକଟା ମାମଲା: ୬ ଗିରଫ, ଫେରାର ସେବାୟତ ନାଁରେ ୧ ଲକ୍ଷ ଟଙ୍କା ପୁରସ୍କାର