୫ମ ପର୍ଯ୍ୟାୟ ମତଦାନ – ସୁରକ୍ଷା ବ୍ୟବସ୍ଥା କଡାକଡି
ଡେସ୍କ: ଆସନ୍ତାକାଲି ହେବାକୁ ଥିବା ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ସଂସଦୀୟ ନିର୍ବାଚନ ମଣ୍ଡଳୀରେ ମତଦାନ ହେବ। ଏ ନେଇ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୭ଟି ସ୍ୱତନ୍ତ୍ର ଟ୍ରେନ୍ ଓ ୫୦୮ଟି ହେଲିକପ୍ଟର ଯୋଗେ ମତଦାନ ଓ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ଏହାଛଡା ୧୫୩ ଜଣ ପର୍ଯ୍ୟବେକ୍ଷକଙ୍କୁ ପଞ୍ଚମ ପର୍ଯ୍ୟାୟ ପାଇଁ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧ୍ୟରେ ୫୫ ଜଣ ସାଧାରଣ ପର୍ଯ୍ୟବେକ୍ଷକ, ୩୦ … Continue reading ୫ମ ପର୍ଯ୍ୟାୟ ମତଦାନ – ସୁରକ୍ଷା ବ୍ୟବସ୍ଥା କଡାକଡି
Copy and paste this URL into your WordPress site to embed
Copy and paste this code into your site to embed