ପେଟିଏମ୍ ପେମେଣ୍ଟସ ବ୍ୟାଙ୍କକୁ ୫ କୋଟି ୪୯ ଲକ୍ଷ ଟଙ୍କା ଜରିମାନା

ଡେସ୍କ: ଦେଶରେ ଆର୍ଥିକ ଦେଣନେଣ ଉପରେ ନଜର ରଖୁଥିବା ସଂସ୍ଥା ‘ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍-ଇଣ୍ଡିଆ’ ଦାୟିତ୍ୱ ଉଲ୍ଲଂଘନ ଅଭିଯୋଗରେ ପେଟିଏମ୍ ପେମେଣ୍ଟସ ବ୍ୟାଙ୍କ ଲିମିଟେଡ୍ ଉପରେ ୫ କୋଟି ୪୯ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍-ଇଣ୍ଡିଆ ଅର୍ଥ ହେରଫେର ଅଭିଯୋଗରେ ଏହି ଜରିମାନା ଲାଗୁ କରିଛି। ଓଡିସର୍ଭ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ Related Posts ଫ୍ଲାଇଓଭରରୁ ଡେଇଁଲେ ଯୁବତୀ Sep 7, 2024 ବାଲେଶ୍ବରରେ ଯୁବକଙ୍କୁ ଛୁରାମାଡ଼, ପୁଲିସର… … Continue reading ପେଟିଏମ୍ ପେମେଣ୍ଟସ ବ୍ୟାଙ୍କକୁ ୫ କୋଟି ୪୯ ଲକ୍ଷ ଟଙ୍କା ଜରିମାନା