୫୦୦ ଟଙ୍କିଆ ନୋଟରେ ନାହିଁ ରାମ ମନ୍ଦିର, ଭାଇରାଲ ହେଉଥିବା ଖବର ସମ୍ପୂର୍ଣ୍ଣ ମିଛ

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ୫ଶହ ବର୍ଷ ପରେ ମନ୍ଦିର ପ୍ରତିଷ୍ଠା ହେଉଥିବାରୁ ନିଜ ଜନ୍ମସ୍ଥଳୀକୁ ଫେରିବେ ପ୍ରଭୁ ରାମଲାଲା । ଏହାରି ଭିତରେ ରାମ ମନ୍ଦିର ଓ ଅଯୋଧ୍ୟାକୁ ନେଇ ବହୁ ରୋଚକ ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଅନେକ ଭୁଲ ଓ ବିଭ୍ରାନ୍ତିକର ଖବର ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହିପରି ଏକ ଭୁଲ ଖବର ଏବେ ସାମ୍ନାକୁ ଆସିଛି । … Continue reading ୫୦୦ ଟଙ୍କିଆ ନୋଟରେ ନାହିଁ ରାମ ମନ୍ଦିର, ଭାଇରାଲ ହେଉଥିବା ଖବର ସମ୍ପୂର୍ଣ୍ଣ ମିଛ