ଜବତ ଇସ୍ରାଏଲ ଜାହାଜରୁ ୫ ଭାରତୀୟ ନାବିକ ମୁକ୍ତ
ଡେସ୍କ: ଏକ କୂଟନୈତିକ ସଫଳତାରେ ତେହେରାନ ଦ୍ୱାରା ଜବତ ଇସ୍ରାଏଲ ଜାହାଜରେ ଥିବା ଭାରତୀୟ ନାବିକଙ୍କ ମଧ୍ୟରୁ ୫ ଜଣଙ୍କୁ ମୁକ୍ତ କରାଯାଇ ଇରାନରୁ ଛାଡି ଦିଆଯାଇଛି। ଭାରତୀୟ ଦୂତାବାସ ଏ ନେଇ ଇରାନ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛି। https://samajalive.in/sonepur-news-4/559509.html ଇସ୍ରାଏଲ ସହ ଜଡିତ ଏହି ମାଲବାହୀ ଜାହାଜକୁ ଇରାନ ଏପ୍ରିଲ ୧୩ରେ ଜବତ କରିଥିଲା, ଯେଉଁଥିରେ ୧୭ ଜଣ ଭାରତୀୟ ନାଗରିକ ଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ୧୭ ଜଣ … Continue reading ଜବତ ଇସ୍ରାଏଲ ଜାହାଜରୁ ୫ ଭାରତୀୟ ନାବିକ ମୁକ୍ତ
Copy and paste this URL into your WordPress site to embed
Copy and paste this code into your site to embed