ଝାଡାବାନ୍ତିରେ ୪୦ ଆକ୍ରାନ୍ତ, ସ୍ଵାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି ଡାକ୍ତରୀ ଟିମ୍

ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅଧୀନରେ ଥିବା ସେମିଳିଗୁଡା ବ୍ଲକର ମହକୁମାର ଗଉଡ ସାହିରେ ଦୂଷିତ ପାନୀୟ ଜଳ ବ୍ୟବହାର କରି ୪୦ ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ମହିଳା,  ପୁରୁଷ ଓ ଶିଶୁ ଥିବା ଜଣାପଡ଼ିଛି। ଖବର ପାଇ ସେମିଳିଗୁଡା ବ୍ଲକ ପ୍ରଶାସନ, ସେମିଳିଗୁଡା ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଡାକ୍ତରୀ ଦଳ ପହଞ୍ଚି ଗ୍ରାମବାସୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ। ଆକ୍ରାନ୍ତଙ୍କୁ ଚିହ୍ନଟ କରି ଗାଁରେ ହିଁ ଚିକିତ୍ସା … Continue reading ଝାଡାବାନ୍ତିରେ ୪୦ ଆକ୍ରାନ୍ତ, ସ୍ଵାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି ଡାକ୍ତରୀ ଟିମ୍