କେରଳରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୩ ମୃତ

ନୂଆଦିଲ୍ଲୀ : କରୋନାର ନୂଆ ଉପ ପ୍ରଜାତି ଭୂତାଣୁ (ଜେଏନ ଡଟ୍‌ ୱାନ)ରେ ଆଉ ୨୧ଜଣ ଆକ୍ରାନ୍ତ ହୋଇଛନ୍ତି। ଏହି ୨୧ ଆକ୍ରାନ୍ତଙ୍କ ମଧ୍ୟରୁ ଗୋଆରେ ୧୯ଜଣ ମହାରାଷ୍ଟ୍ର ଓ କେରଳରେ ଜଣେ ଲେଖାଏଁ ଅଛନ୍ତି। ଜେଏନ ଡଟ୍ ୱାନ ଭୂତାଣୁ ଓମିକ୍ରନ ପ୍ରଜାତିରୁ ସୃଷ୍ଟି ହୋଇଛି। ଏହାର ମୃତ୍ୟୁହାର କମ୍ ହୋଇଥିବା ବେଳେ ସଂକ୍ରମଣ ବେଗ ଅଧିକ। ତେଣୁ ଜେଏନ୍ ଡଟ୍ ୱାନ ପ୍ରଜାତିକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ‘ଭାରିଏଣ୍ଟ ଅଫ୍ ଇନଟ୍ରେଷ୍ଟ’ ବୋଲି … Continue reading କେରଳରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୩ ମୃତ