ପଶ୍ଚିମବଙ୍ଗରେ ଆକ୍ରମଣରେ ଇଡିର ୩ ଅଧିକାରୀ ଗୁରୁତର

ଡେସ୍କ: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଲୋକଙ୍କ ଆକ୍ରମଣରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତିନି ଜଣ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି ବୋଲି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କହିଛି। ଗତକାଲି ଲୋକମାନେ ନିର୍ଦ୍ଦେଶାଳୟର ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣା ସମୟରେ ନିର୍ଦ୍ଦେଶାଳୟର ଅଧିକାରୀମାନେ ରାସନ ବଣ୍ଟନ ଠକେଇ ସଂପର୍କରେ ତୃଣମୂଳ କଂଗ୍ରେସ ନେତା ଶେଖ ଶାଜହାଙ୍କ ଘର ଉପରେ ଚଢ଼ାଉ କରିଥିଲେ। ବିମାନ ଦୁର୍ଘଟଣାରେ ହଲିଉଡ୍ ଅଭିନେତା ଓଲିଭରଙ୍କ ଦେହାନ୍ତ ତେବେ ଏହି ଘଟଣାରେ ଅଭିଯୁକ୍ତଙ୍କ … Continue reading ପଶ୍ଚିମବଙ୍ଗରେ ଆକ୍ରମଣରେ ଇଡିର ୩ ଅଧିକାରୀ ଗୁରୁତର