ବେଆଇନ ବେଟିଂ ଆପ୍; ଇଡି ଜାଲରେ ୨୯ ଜଣାଶୁଣା ସୁପରଷ୍ଟାର

ନୂଆଦିଲ୍ଲୀ :ତେଲଙ୍ଗାନାର ୨୯ ଜଣ ଜଣାଶୁଣା ଚଳଚ୍ଚିତ୍ର ଅଭିନେତା, ୟୁଟ୍ୟୁବର୍ ଏବଂ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସସର୍‌ଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ (ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସମସ୍ତେ ବେଆଇନ ବେଟିଂ ଆପ୍ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି। ଏହି ତାଲିକାରେ ବିଜୟ ଦେବରାକୋଣ୍ଡା, ରାଣା ଦାଗଗୁବତୀ, ପ୍ରକାଶ ରାଜ, ମଞ୍ଚୁ ଲକ୍ଷ୍ମୀ, ନିଧି ଅଗ୍ରୱାଲ, ପ୍ରଣିତା ସୁଭାଷ, ଅନନ୍ୟା ନାଗାଲା, ଆଙ୍କର୍ ଶ୍ରୀମୂଖୀ, ୟୁଟ୍ୟୁବର୍ ହର୍ଷ ସାଇ, ବୟା ସନ୍ନି ଯାଦବଙ୍କ ପରି ଟଲିଉଡର ବଡ ତାରକା ସାମିଲ … Continue reading ବେଆଇନ ବେଟିଂ ଆପ୍; ଇଡି ଜାଲରେ ୨୯ ଜଣାଶୁଣା ସୁପରଷ୍ଟାର