ବନ୍ଦ ହେବ ୨୮ ହଜାର ୨୦୦ ମୋବାଇଲ ହ୍ୟାଣ୍ଡସେଟ୍ ଓ ୨୦ ଲକ୍ଷ ମୋବାଇଲ୍ ସଂଯୋଗ

ଡେସ୍କ: ସାଇବର ଅପରାଧରେ ଅପବ୍ୟବହାର ହୋଇଥିବା ୨୮ ହଜାର ୨୦୦ ମୋବାଇଲ ହ୍ୟାଣ୍ଡସେଟକୁ ବନ୍ଦ କରିବା ପାଇଁ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଟେଲିକମ୍ ବିଭାଗ ନିର୍ଦ୍ଦେଶ ନାମା ଜାରି କରିଛି। ଏଥିସହ ମୋବାଇଲ ହ୍ୟାଣ୍ଡସେଟ୍ ସହ ଲିଙ୍କ୍ ହୋଇଥିବା ୨୦ ଲକ୍ଷ ମୋବାଇଲ୍ ସଂଯୋଗକୁ ତୁରନ୍ତ ପ୍ରତ୍ୟାହାର କରିବା ସହ ପୁନଃ ଯାଞ୍ଚ ରେ ବିଫଳ ହୋଇଥିବା ସଂଯୋଗକୁ ବିଚ୍ଛିନ୍ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେଜ୍ରିଓ୍ଵାଲଙ୍କୁ ଜାମିନ ସତ୍ୟର ବିଜୟ – ଆମ୍ ଆଦମୀ ପାର୍ଟି … Continue reading ବନ୍ଦ ହେବ ୨୮ ହଜାର ୨୦୦ ମୋବାଇଲ ହ୍ୟାଣ୍ଡସେଟ୍ ଓ ୨୦ ଲକ୍ଷ ମୋବାଇଲ୍ ସଂଯୋଗ