ନ୍ୟୁୟର୍କର ହାର୍ଲେନରେ ଅଗ୍ନିକାଣ୍ଡ, ୨୭ ବର୍ଷୀୟ ଭାରତୀୟ ନାଗରିକ ମୃତ

ଡେସ୍କ: ଆମେରିକାର ନ୍ୟୁୟର୍କର ହାର୍ଲେନରେ ଅଗ୍ନିକାଣ୍ଡ ଘଟି ଜଣେ ୨୭ ବର୍ଷୀୟ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ଫାଜିଲ ଖାନ୍ ବୋଲି ଜଣାପଡ଼ିଛି। ନ୍ୟୁୟର୍କସ୍ଥିତ ଭାରତୀୟ ଦୂତାବାସ ଏ ନେଇ ଶୋକ ପ୍ରକାଶ କରିଛି। ନ୍ୟୁୟର୍କର ଅଗ୍ନିଶମ ବିଭାଗ ଅନୁଯାୟୀ, ଶୁକ୍ରବାର ହାର୍ଲେମ୍ ଆପାର୍ଟମେଣ୍ଟ ବିଲ୍ଡିଂରେ ଲିଥିୟମ୍-ଆୟନ୍ ବ୍ୟାଟେରୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୭ ଜଣ ଆହତ ହୋଇଥିବା ବେଳେ ଶତାଧିକ ଲୋକ ବିସ୍ଥାପିତ ହୋଇଥିବା ସୂଚନା ମିଳିଛି। ସୁଦର୍ଶନ ସେତୁର … Continue reading ନ୍ୟୁୟର୍କର ହାର୍ଲେନରେ ଅଗ୍ନିକାଣ୍ଡ, ୨୭ ବର୍ଷୀୟ ଭାରତୀୟ ନାଗରିକ ମୃତ