ପାକିସ୍ତାନରେ ୨୦୨୪ ଆରମ୍ଭରୁ ୨୬ ଜଣଙ୍କୁ ହତ୍ୟା

ଡେସ୍କ: ପାକିସ୍ତାନରେ ୨୦୨୪ର ପ୍ରଥମ ୨ ମାସରେ ଅତି କମରେ ୨୬ ଜଣଙ୍କୁ ଅପରାଧୀମାନେ ହତ୍ୟା କରିଥିବା ଜଣାପଡିଛି। ସିନ୍ଧ ପୁଲିସ ବିଭାଗ ପକ୍ଷରୁ ଅନେକ ନୀତି ପ୍ରଣୟନ ସତ୍ତ୍ୱେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ରାସ୍ତାକଡ଼ରେ ଅପରାଧୀଙ୍କ ଦ୍ୱାରା ହତ୍ୟା କରାଯାଇଥିବା ୨୬ ଜଣଙ୍କ ମଧ୍ୟରୁ ଜଣେ ନାବାଳିକା ମଧ୍ୟ ଅଛନ୍ତି। ବିଶେଷ କରି ସମ୍ପୃକ୍ତ ଏସ୍ଏଚ୍ଓମାନଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ଏହି ଅପରାଧର ଶିକାର ହୋଇଥିବା ବ୍ୟକ୍ତି ଓ ସେମାନଙ୍କ ପରିବାର ଲୋକେ … Continue reading ପାକିସ୍ତାନରେ ୨୦୨୪ ଆରମ୍ଭରୁ ୨୬ ଜଣଙ୍କୁ ହତ୍ୟା