ଏଥର ହୋଲିରେ ୨୪ କ୍ୟାରେଟ୍‌ ସୁନାର ଗୂଜିଆ, ଜାଣନ୍ତୁ ଦାମ୍‌ କେତେ?

ନୂଆଦିଲ୍ଲୀ : ହୋଲି ପର୍ବ ଆସିବାର କିଛି ଦିନ ପୂର୍ବରୁ ହିଁ ବଜାରରେ ଭଳିକି ଭଳି ମିଠା ଜିନିଷ ବିକ୍ରି ହେବା ଆରମ୍ଭ ହୋଇଯାଏ । ମାତ୍ର କାନପୁରରେ ଗୋଟିଏ ମିଠା ଦୋକାନ ଏଭଳି ଏକ ମିଠା ଜିନିଷ ପ୍ରସ୍ତୁତ କରିଛି, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଏଠାରେ ୨୪ କ୍ୟାରେଟ୍‌ର ସୁନାର ଗୂଜିଆ (କରଞ୍ଜି ପିଠା) ବିକ୍ରି କରାଯାଉଛି । ଯାହା ନିଜର ଚମକ ଓ ଭିନ୍ନ ସ୍ୱାଦ କାରଣରୁ ସୋସିଆଲ ମିଡିଆରେ … Continue reading ଏଥର ହୋଲିରେ ୨୪ କ୍ୟାରେଟ୍‌ ସୁନାର ଗୂଜିଆ, ଜାଣନ୍ତୁ ଦାମ୍‌ କେତେ?