ଲଣ୍ଡନରେ ଧାଡ଼ିରେ ଛିଡ଼ା ହେବା ପାଇଁ ଦିନକୁ ମିଳୁଛି ୧୮-୨୦ହଜାର ଟଙ୍କା

ଲଣ୍ଡନ: ଅନ୍ୟ ପାଇଁ ଧାଡ଼ିରେ ଛିଡ଼ା ହେବେ, ସେଥିପାଇଁ ଦିନ ହିସାବରେ ଭଲ ପାଉଣା ବି ପାଇବେ। ଏପରି କଥା ଶୁଣି ହସ ଲାଗୁଥିଲେ ମଧ୍ୟ ଏହା ସତ ଘଟଣା। ବ୍ରିଟେନ୍‌‌ରେ ଏଭଳି ଅନେକ ବ୍ୟକ୍ତିଙ୍କୁ ଦେଖିବାକୁ ମିଳେ, ଯେଉଁମାନେ ଧନୀ ବ୍ୟକ୍ତିଙ୍କ ପାଇଁ ଧାଡ଼ିରେ ଛିଡ଼ା ହୋଇ ମୋଟା ଅଙ୍କର ମୂଲ୍ୟ ନେଉଛନ୍ତି। ୩୧ ବର୍ଷୀୟ ଫ୍ରେଡି ଲଣ୍ଡନରେ ଏକ ବିଳାସମୟ ଜୀବନଯାପନ କରୁଥିବାବେଳେ ତାଙ୍କ ପାଖେ ଚାକିରି ନାହିଁ କିମ୍ବା ସେ କୌଣସି ବ୍ୟବସାୟ … Continue reading ଲଣ୍ଡନରେ ଧାଡ଼ିରେ ଛିଡ଼ା ହେବା ପାଇଁ ଦିନକୁ ମିଳୁଛି ୧୮-୨୦ହଜାର ଟଙ୍କା