ମାଛର ଦାମ୍ ୧୮ ଲକ୍ଷ…

ପାରାଦ୍ବୀପ : ପାରାଦ୍ବୀପର ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ୧୭ଟି ବିରଳ ତେଲିଆ ବୋରେଇ ମାଛ ପଡିଥିଲା। ପରେ ନେହେରୁ ବଙ୍ଗଳାସ୍ଥିତ ମାଛଧରା ବନ୍ଦରରେ ଏହି ବିରଳ ମାଛକୁ ୧୮ ଲକ୍ଷ ଟଙ୍କାରେ  ନିଲାମ ହୋଇଥିଲା। ଏହି ମାଛ କିଲୋ ପାରାଦ୍ବୀପରେ ୬୪୦୦ ଟଙ୍କାରେ ନିଲାମ ହୋଇଥିବାବେଳେ ଦିଘା ବଜାରରେ ଏହି ୧୭ଟି ମାଛର ମୂଲ୍ୟ ପାଖାପାଖି ୨୮ ରୁ ୩୦ ଲକ୍ଷ ହେବ ବୋଲି କାର୍ତ୍ତିକେଶ୍ବର ମତ୍ସ୍ୟ ଉତ୍ପାଦକ ସଂଘ ସମ୍ପାଦକ ପ୍ରକାଶ ଜେନା କହିଛନ୍ତି। ମାଛ … Continue reading ମାଛର ଦାମ୍ ୧୮ ଲକ୍ଷ…