ଦେଖନ୍ତୁ ଭିଡିଓ; ବିଶ୍ୱବିଦ୍ୟାଳୟରୁ ଧରାପଡିଲା ୧୦୦ କେଜି ଓଜନ,୧୭ ଫୁଟ୍‌ ଲମ୍ବର ବିଶାଳକାୟ ଅଜଗର

ନୂଆଦିଲ୍ଲୀ : ଆସାମ ବିଶ୍ୱବିଦ୍ୟାଳୟ ପରିସରରୁ ଗତ ସପ୍ତାହରେ ଧରାପଡିଛି ଏକ ବିଶାଳକାୟ ଅଜଗର । ଏହାର ପ୍ରାୟ ୧୦୦ କିଲୋଗ୍ରାମ ଓଜନ ଓ ୧୭ ଫୁଟ୍‌ ଲମ୍ବ । ଏହି ବିଶାଳକାୟ ଅଜଗର ବରାକ ଘାଟିର ଜନବସତି ଅଞ୍ଚଳରେ ଏପର୍ଯ୍ୟନ୍ତ ମିଳିଥିବା ଅନ୍ୟ ସରୀସୃପ ତୁଳନାରେ ସବୁଠାରୁ ବଡ ବୋଲି କୁହାଯାଇଛି । ମିଳିଥିବା ସୂଚନାନୁଯାୟୀ, ଏହି ବିଶାଳକାୟ ଅଜଗର ସାପକୁ ପ୍ରଥମେ ଆସାମ ବିଶ୍ୱବିଦ୍ୟାଳୟର ପରିସରରେ ଛାତ୍ରୀ ନିବାସ ୧ ନମ୍ବରରେ ଦେଖାଯାଇଥିଲା । … Continue reading ଦେଖନ୍ତୁ ଭିଡିଓ; ବିଶ୍ୱବିଦ୍ୟାଳୟରୁ ଧରାପଡିଲା ୧୦୦ କେଜି ଓଜନ,୧୭ ଫୁଟ୍‌ ଲମ୍ବର ବିଶାଳକାୟ ଅଜଗର