ଅପହୃତ ଜାହାଜରୁ ୧୭ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା, ୩୫ ସୋମାଲି ଡକାୟତ ଗିରଫ

ଡେସ୍କ: ସୋମାଲି ଡକାୟତଙ୍କ ଦ୍ୱାରା ଅପହରଣ ହୋଇଥିବା ମାଲବାହୀ ଜାହାଜ ଏମଭି ରୁଏନକୁ ମୁକ୍ତ କରି ଭାରତୀୟ ନୌସେନା ୧୭ ଜଣ କ୍ରୁ ମେମ୍ବରଙ୍କୁ ଉଦ୍ଧାର କରିବା ସହ ସମସ୍ତ ୩୫ ଜଣ ସୋମାଲି ଡକାୟତଙ୍କୁ ଗିରଫ କରିଛି। ନୌସେନା ର ସୂଚନା ଅନୁଯାୟୀ ଆଇଏନଏସ କୋଲକାତା ଅପହରଣକାରୀଙ୍କ ନିୟନ୍ତ୍ରଣରେ ଥିବା ଜାହାଜକୁ ଭାରତୀୟ ଉପକୂଳରୁ ପ୍ରାୟ ୨୬୦୦ କିଲୋମିଟର ଦୂରରେ ଅଟକାଇବାକୁ ବାଧ୍ୟ କରିଥିଲା। ୪୦ ଘଣ୍ଟା ଧରି ଚାଲିଥିବା ଏହି ଅଭିଯାନରେ ଯୁଦ୍ଧ ଜାହାଜ … Continue reading ଅପହୃତ ଜାହାଜରୁ ୧୭ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା, ୩୫ ସୋମାଲି ଡକାୟତ ଗିରଫ