ଷୋଡଶ ଅର୍ଥ ଆୟୋଗ ପାଇଁ ପଦବୀ ସୃଷ୍ଟି କରିବାକୁ କ୍ୟାବିନେଟ୍ ଅନୁମୋଦନ

ଡେସ୍କ: କେନ୍ଦ୍ର କ୍ୟାବିନେଟ ଷୋଡଶ ଅର୍ଥ ଆୟୋଗ ନିମନ୍ତେ ଯୁଗ୍ମ ସଚିବ ସ୍ତରରେ ତିନୋଟି ପଦବୀ ସୃଷ୍ଟି କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଯୁଗ୍ମ ସଚିବ ସ୍ଥରରେ ଦୁଇଟି ପଦବୀ ଏବଂ ଗୋଟିଏ ଅର୍ଥନୈତିକ ପରାମର୍ଶଦାତା ପଦବୀ ସୃଷ୍ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସମ୍ବିଧାନର ଧାରା ୨୮୦ ଅନୁଯାୟୀ ୨୦୨୩ ଡିସେମ୍ବର ୩୧ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସବୁଠାରୁ ଶୁଭ ତାରିଖ ଜାନୁଆରୀ ୨୫ ; କିଣି … Continue reading ଷୋଡଶ ଅର୍ଥ ଆୟୋଗ ପାଇଁ ପଦବୀ ସୃଷ୍ଟି କରିବାକୁ କ୍ୟାବିନେଟ୍ ଅନୁମୋଦନ