ସଂସଦକୁ ଫେରିବେ ୧୪ ନିଲମ୍ବିତ ସାଂସଦ

ନୂଆଦିଲ୍ଲୀ: ଶୀତକାଳୀନ ଅଧିବେଶନ ସମୟରେ ନିଲମ୍ବିତ ହୋଇଥିବା ୧୪ ଜଣ ବିରୋଧୀ ଦଳ ସାଂସଦ ବଜେଟ୍ ଅଧିବେଶନରେ ଭାଗ ନେବା ପାଇଁ ସଂସଦକୁ ଫେରିବେ। ଏ ସମସ୍ତଙ୍କ ମାମଲା ସ୍ବାଧିକାର କମିଟି ନିକଟକୁ ପଠାଯାଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ, ଏନେଇ ସରକାର ଲୋକସଭା ଓ ରାଜ୍ୟସଭାକୁ ଅନୁରୋଧ କରିଥିଲେ ଏବଂ ଏଥିରେ ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷ ସହମତି ପ୍ରକାଶ କରିଛନ୍ତି। Related Posts ଫେମିନା ମିସ୍‌ ଇଣ୍ଡିଆ-୨୦୨୪: ବିଜେତା … Continue reading ସଂସଦକୁ ଫେରିବେ ୧୪ ନିଲମ୍ବିତ ସାଂସଦ