ମାଟ୍ରିକ୍ ପରୀକ୍ଷା; ଏଥର ପ୍ରତି ପ୍ରଶ୍ନପତ୍ରରେ ରହିବ ସିରିଏଲ୍ ନମ୍ବର
ଭୁବନେଶ୍ୱର : ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଗୁରୁବାର ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଫେବୃଆରୀ ୨୧ରୁ ମାର୍ଚ୍ଚ ୬ ଯାଏଁ ଚାଲିବ ମାଟ୍ରିକ୍ ପରୀକ୍ଷା । ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇରାଲ୍ ନହେବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରତି ପ୍ରଶ୍ନପତ୍ରରେ ଏଥର ରହିବ ସିରିଏଲ୍ ନମ୍ବର। ଏହାଦ୍ୱାରା ପ୍ରଶ୍ନପତ୍ର ଭାଇରାଲ୍ ହେଲେ ଏହା ଜଣାପଡିବ । କେଉଁସ୍ଥାନରୁ ଓ ସେଣ୍ଟରରୁ ଭାଇରାଲ୍ ହୋଇଛି, ତାହା ସ୍ପଷ୍ଟ ଭାବେ ଜଣାପଡିବ। ୩୦ ଜିଲାରେ … Continue reading ମାଟ୍ରିକ୍ ପରୀକ୍ଷା; ଏଥର ପ୍ରତି ପ୍ରଶ୍ନପତ୍ରରେ ରହିବ ସିରିଏଲ୍ ନମ୍ବର
Copy and paste this URL into your WordPress site to embed
Copy and paste this code into your site to embed