କେନ୍ଦ୍ରୀୟ ଯୋଜନାର ପ୍ରଭାବ ଦେଖିବେ ମେଘାଳୟର ୧୦ ସାମ୍ବାଦିକ

ଡେସ୍କ: ରାଜ୍ୟରେ କେନ୍ଦ୍ର ସରକାରଙ୍କ ଯୋଜନାର ପ୍ରଭାବ ସମ୍ପର୍କରେ ବାସ୍ତବତାକୁ ବୁଝିବା ଲାଗି ଗଣମାଧ୍ୟମକୁ ସୁଯୋଗ ଦେବା ଏବଂ ରାଜ୍ୟରେ ଏହାର ବିକାଶକୁ ପ୍ରତ୍ୟକ୍ଷ ଭାବେ ଦେଖିବା ଉଦ୍ଦେଶ୍ୟରେ ମେଘାଳୟର ୧୦ ଜଣ ସାମ୍ବାଦିକ ଓଡିଶା ଆସିଛନ୍ତି। ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅଧୀନରେ ଏହି ଗଣମାଧ୍ୟମ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିଥିବା ଜଣାପଡିଛି। ସେମାନେ ଭୁବନେଶ୍ୱରରେ ପହଂଚିବା ପରେ ପତ୍ର ସୂଚନା କାର୍ଯ୍ୟାଳୟର ଅଧିକାରୀମାନେ ସେମାନଙ୍କୁ ସ୍ୱାଗତ କରିଥିଲେ। ଅଯୋଧ୍ୟା ଯିବେ ଅନୁପମ … Continue reading କେନ୍ଦ୍ରୀୟ ଯୋଜନାର ପ୍ରଭାବ ଦେଖିବେ ମେଘାଳୟର ୧୦ ସାମ୍ବାଦିକ