ଶୀତଦିନେ କାହିଁକି ଖାଇବେ ପିଜୁଳି..

ନିୟମିତ ରୂପରେ ଫଳ ସେବନ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଡାକ୍ତର ମଧ୍ୟ ନିୟମିତ ଫଳ ଖାଇବା ପାଇଁ ପରାମର୍ଶ ଦିଅନ୍ତି । ଏଭଳି କି ପ୍ରତିଦିନ ସେଓ ଖାଇବା ପାଇଁ ମଧ୍ୟ କୁହାଯାଏ । ମାତ୍ର ହୁଏତ ସଭିଏଁ ଜାଣିନଥିବେ ଏପରି ଏକ ଫଳ ରହିଛି, ଯାହା ଶୀତ ଦିନେ ସେଓରୁ ମଧ୍ୟ ଅଧିକ ଶରୀର ପାଇଁ ଲାଭଦାୟକ । ଫଳଟି ହେଉଛି ପିଜୁଳି । ଜାଣନ୍ତୁ ଶୀତଦିନେ ନିୟମିତ ପିଜୁଳି … Continue reading ଶୀତଦିନେ କାହିଁକି ଖାଇବେ ପିଜୁଳି..