ବିଏସଏନଏଲ ଆଣିଲା ଜବରଦସ୍ତ ପ୍ଲାନ୍‌; ଏତିକି ଟଙ୍କାରେ ମିଳିବ ଏସବୁ ସୁବିଧା..

ନୂଆଦିଲ୍ଲୀ : ବିଏସଏନଏଲ ଏକ ଜବରଦସ୍ତ ନୂଆ ରିଚାର୍ଜ ପ୍ଲାନ୍‌ ଆଣିଛି । ଏହାକୁ ଏକ ଶସ୍ତା ରିଚାର୍ଜ ପ୍ଲାନ୍‌ ବୋଲି କୁହାଯାଉଛି । ଏହି ପ୍ଲାନ୍‌ ଲଞ୍ଚ ହେବା ପରେ ଜିଓ ଓ ଏୟାରଟେଲ୍‌ର ଚିନ୍ତା ବଢି ଯାଇଥିବା ଆଲୋଚନା ହେଉଛି । ଜିଓ ଓ ଏୟାରଟେଲ୍‌ ପକ୍ଷରୁ ୩୪୫ ଟଙ୍କାରେ ୩୦ ଦିନ ପର୍ଯ୍ୟନ୍ତ ୧ ଜିବି ଡାଟା ସହ ଆସୁଛି । ମାତ୍ର ବିଏସଏନଏଲ ପକ୍ଷରୁ ୩୪୫ ଟଙ୍କାରେ ୬୦ ଦିନ ପର୍ଯ୍ୟନ୍ତ … Continue reading ବିଏସଏନଏଲ ଆଣିଲା ଜବରଦସ୍ତ ପ୍ଲାନ୍‌; ଏତିକି ଟଙ୍କାରେ ମିଳିବ ଏସବୁ ସୁବିଧା..