ଏହି ରାଶିଙ୍କ ପାଇଁ ତମ୍ବା ଶୁଭଙ୍କର ମାତ୍ର ଏହି ରାଶି ପାଇଁ ନୁହେଁ..

ହିନ୍ଦୁ ଧର୍ମରେ ସମସ୍ତ ଧାତୁ ସହ ଜଡିତ ଅନେକ ନିୟମ ରହିଛି। ନିୟମ ଅନୁଯାୟୀ ହିଁ ଏହା ଧାରଣ କରିବା ଉଚିତ୍। ତେଣୁ ଯେକୌଣସି ଧାତୁ ଧାରଣ କରିବା ପୂର୍ବରୁ ଏହାର ନିୟମ ବିଷୟରେ ନିଶ୍ଚୟ ଜାଣନ୍ତୁ। ଏଭଳି କିଛି ରାଶି ରହିଛନ୍ତି, ଯେଉଁମାନେ କିଛି ଧାତୁ ଧାରଣ କରି ପାରିବେ ନାହିଁ। ନଚେତ୍ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ। ଆପଣ ସୁନା, ଚାନ୍ଦି, ତମ୍ବା ଆଦି ଧାତୁ ଧାରଣ କରିବା ପୂର୍ବରୁ କିଛି ସ୍ୱତନ୍ତ୍ର ନିୟମ … Continue reading ଏହି ରାଶିଙ୍କ ପାଇଁ ତମ୍ବା ଶୁଭଙ୍କର ମାତ୍ର ଏହି ରାଶି ପାଇଁ ନୁହେଁ..