ବଡ ଖୁସି ନେଇ ଆସୁଛି ସେପ୍ଟେମ୍ବର : ଏହି ରାଶି ହେବେ ହଠାତ୍‌ ଧନୀ..

ଆଉ ଅଳ୍ପ ଦିନ ପରେ ଆରମ୍ଭ ହେବ ସେପ୍ଟେମ୍ବର। ୫ ଦିନ ପରେ ଏହି ମାସ ଆରମ୍ଭ ହେବା ସହ ଏହି ମାସରେ ଅନନ୍ତ ଚତୁଦର୍ଶୀ, ପିତୃପକ୍ଷ, ଚନ୍ଦ୍ରଗ୍ରହଣ, ସୂର୍ଯ୍ୟ ପରାଗ ଓ ଶାରଦୀୟ ନବରାତ୍ର ଭଳି ପ୍ରମୁଖ ପର୍ବପର୍ବାଣି ପାଳନ କରାଯିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେପ୍ଟେମ୍ବର ମାସ ଅନେକ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ନେଇ ଆସୁଛି । ଏମାନଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ଆର୍ଥିକ ଦୃଷ୍ଟି … Continue reading ବଡ ଖୁସି ନେଇ ଆସୁଛି ସେପ୍ଟେମ୍ବର : ଏହି ରାଶି ହେବେ ହଠାତ୍‌ ଧନୀ..