ଦୀର୍ଘ ବର୍ଷ ପରେ ଜୁଲାଇରେ ଦୁର୍ଲ୍ଲଭ ରାଜଯୋଗ; ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ, କିଏ ହେବେ କୋଟିପତି, କିଣିବେ ଘର, ଗାଡି, ହେବେ ଭାଗ୍ୟଶାଳୀ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଙ୍କ ଚଳନ ଦୃଷ୍ଟିରୁ ଜୁଲାଇ ଖୁବ୍‌ ଖାସ୍‌। ଏହି ମାସରେ ଅନେକ ଗ୍ରହ ଚଳନ କରିବେ। କିଛି ଗ୍ରହ ଉଦୟ, ଅସ୍ତ, ସିଧା ଓ ଓଲଟା ଚଳନ କରିବେ। ୯ ଜୁଲାଇରେ ଗୁରୁ ବୃହସ୍ପତି ମିଥୁନ ରାଶିରେ ଉଦୟ ହେବେ। ୧୩ ଜୁଲାଇରେ ଶନି ଦେବ ମୀନ ରାଶିରେ ଓଲଟା ଚଳନ କରିବେ। ୧୬ ଜୁଲାଇରେ ସୂର୍ଯ୍ୟ କର୍କଟ ରାଶିରେ ପ୍ରବେଶ କରିବେ। ୧୮ ଜୁଲାଇରେ ବୁଧ ଗ୍ରହ କର୍କଟ ରାଶିରେ ଓଲଟା … Continue reading ଦୀର୍ଘ ବର୍ଷ ପରେ ଜୁଲାଇରେ ଦୁର୍ଲ୍ଲଭ ରାଜଯୋଗ; ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ, କିଏ ହେବେ କୋଟିପତି, କିଣିବେ ଘର, ଗାଡି, ହେବେ ଭାଗ୍ୟଶାଳୀ..