ଆଉ ଅଳ୍ପ ଦିନ.. ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ଏହି ୩ ରାଶିଙ୍କୁ ମିଳିବ ବଡ ଲାଭ, ହେବ ବିବାହ, ଚମକିବ ଭାଗ୍ୟ..
ଅଗଷ୍ଟରେ ଗୁରୁ ବୃହସ୍ପତି ୨ ଥର ନକ୍ଷତ୍ର ପରିବର୍ତ୍ତନ କରିବେ । ଗୁରୁଙ୍କ ଏହି ରାଶି ପରିବର୍ତ୍ତନ ସମସ୍ତ ରାଶି ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଜାଣନ୍ତୁ ସେହି ସୌଭାଗ୍ୟଶାଳୀ ରାଶି ବିଷୟରେ.. ଗୁରୁ ବୃହସ୍ପତି ୧୨ ଅଗଷ୍ଟ ପର୍ଯ୍ୟନ୍ତ ଆଦ୍ରା ନକ୍ଷତ୍ରରେ ରହିବେ। ୧୩ ଅଗଷ୍ଟରେ ପୁନର୍ବସୁ ନକ୍ଷତ୍ରରେ ପ୍ରଥମେ ପ୍ରବେଶ କରିବେ । ଏହାପରେ ୩୦ ଅଗଷ୍ଟରେ ପୁନର୍ବସୁ ନକ୍ଷତ୍ରରେ ୨ୟ ପଦରେ ପ୍ରବେଶ … Continue reading ଆଉ ଅଳ୍ପ ଦିନ.. ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ଏହି ୩ ରାଶିଙ୍କୁ ମିଳିବ ବଡ ଲାଭ, ହେବ ବିବାହ, ଚମକିବ ଭାଗ୍ୟ..
Copy and paste this URL into your WordPress site to embed
Copy and paste this code into your site to embed