ଅଗଷ୍ଟ ୩୦କୁ ଅପେକ୍ଷା.. ଏହି ୪ ରାଶିଙ୍କ ପାଇଁ ବଡ ଖୁସି ନେଇ ଆସୁଛି ବୁଦ୍ଧାଦିତ୍ୟ ରାଜଯୋଗ; ଜବରଦସ୍ତ ହେବ ଧନ ବର୍ଷା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୩୦ ଅଗଷ୍ଟ ୨୦୨୫ ସନ୍ଧ୍ୟାରେ ବୁଧ ଗ୍ରହ ସିଂହ ରାଶିରେ ପ୍ରବେଶ କରିବେ । ସୂର୍ଯ୍ୟ ଏଠାରେ ପୂର୍ବରୁ ହିଁ ରହିଛନ୍ତି । ଏହି ୨ଟି ଗ୍ରହ ଏକାଠି ହେବା ଦ୍ୱାରା ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି ହୋଇଥାଏ । ଏହି ଯୋଗ ଅତ୍ୟନ୍ତ ଶୁଭ ଯୋଗ ବୋଲି କୁହାଯାଏ । ଏହି ଯୋଗ ଫଳରେ ମାନସିକ ଶାନ୍ତି, ବ୍ୟବସାୟ, ବାଣୀ,ନେତୃତ୍ୱ ଧନ ବୃଦ୍ଧି ହୋଇଥାଏ । ସୂର୍ଯ୍ୟଦେବ ଆତ୍ମବିଶ୍ୱାସ ବୃଦ୍ଧି କାରକ ହେଉଥିବା … Continue reading ଅଗଷ୍ଟ ୩୦କୁ ଅପେକ୍ଷା.. ଏହି ୪ ରାଶିଙ୍କ ପାଇଁ ବଡ ଖୁସି ନେଇ ଆସୁଛି ବୁଦ୍ଧାଦିତ୍ୟ ରାଜଯୋଗ; ଜବରଦସ୍ତ ହେବ ଧନ ବର୍ଷା..