୧୫ ଅକ୍ଟୋବରରୁ ବଦଳିଲା ୟୁଟ୍ୟୁବ୍‌ର ଏହି ନିୟମ; ଭିଡିଓ ଦେଖିବା ପୂର୍ବରୁ ଜାଣି ରଖନ୍ତୁ..

ନୂଆଦିଲ୍ଲୀ : ୟୁଟ୍ୟୁବ୍‌ ନିଜ ସର୍ଟ୍ସ ଫିଚର୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍‌ର ଘୋଷଣା କରିଛି। ଫଳରେ ୧୫ ଅକ୍ଟୋବର ୨୦୨୪ରୁ କ୍ରିଏଟରଙ୍କୁ ୩ ମିିନଟ୍‌ ପର୍ଯ୍ୟନ୍ତ ଭିଡିଓ ଅପଲୋଡ୍‌ କରିବା ନେଇ ଅନୁମତି ମିଳିଛି। ୟୁଟ୍ୟୁବ୍‌ ସର୍ଟ୍ସରେ ବର୍ତ୍ତମାନ ୩ ମିନିଟ୍‌ ପର୍ଯ୍ୟନ୍ତ ଭିଡିଓ ଅପଲୋଡ୍‌ କରି ପାରିବେ । ପ୍ରଥମେ କେବଳ ୧ ମିନିଟ୍‌ ପର୍ଯ୍ୟନ୍ତ ଭିଡିଓ ଅପଲୋଡ୍‌ କରିପାରୁଥିବା ବେଳେ ଏବେ ସମୟ ସୀମା ବୃଦ୍ଧି କରାଯାଇଛି । ୟୁଟ୍ୟୁବ୍‌ କହିଛି, ଲୋକଙ୍କ ଚାହିଦା … Continue reading ୧୫ ଅକ୍ଟୋବରରୁ ବଦଳିଲା ୟୁଟ୍ୟୁବ୍‌ର ଏହି ନିୟମ; ଭିଡିଓ ଦେଖିବା ପୂର୍ବରୁ ଜାଣି ରଖନ୍ତୁ..