ଯୁବକଙ୍କ ନୃତ୍ୟରେ ଭାଙ୍ଗିଗଲା ଛାତ, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରୁ ଅନେକ ସମୟରେ ଆମେ କିଛି ଏଭଳି ଭିଡ଼ିଓ ଦେଖିଥାଉ ଯାହା ଆମକୁ ଆଶ୍ଚର୍ଯ୍ୟ କରିବା ସହ ହସ ଲାଗିଥାଏ। ବର୍ତମାନ ଏଭଳି ଏକ ଭିଡ଼ିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେଇଦେବେ ଆଉ ହସିବାକୁ ଲାଗିବେ। ଛାତ ଉପରେ ଜଣେ ଯୁବକ ଏଭଳି ଭାବେ ନୃତ୍ୟ କରୁଛନ୍ତି ଯେ ଛାତ ଭାଙ୍ଗି ତଳକୁ ପଡିଯାଉଛନ୍ତି। View this post on Instagram A post shared by … Continue reading ଯୁବକଙ୍କ ନୃତ୍ୟରେ ଭାଙ୍ଗିଗଲା ଛାତ, ଦେଖନ୍ତୁ ଭିଡ଼ିଓ