ସାଓମିର କମାଲ୍: ଆପଲ୍‌କୁ ପଛରେ ପକାଇ ବିଶ୍ଵରେ ୨ ନମ୍ବର

ସମାଜ ଡିଜିଟାଲ ଡେସ୍କ: ପଛରେ ପଡ଼ିଲା ଆପଲ୍ ଆଇଫୋନ। ବଜାରରେ ଏକପାଖିଆ ପ୍ରାଧାନ୍ୟ ବିସ୍ତାର କରିଥିବା ଆପଲ୍ ଆଇଫୋନକୁ ପଛରେ ପକାଇଛି ସାଓମି। ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ, ବିକ୍ରୟ କ୍ଷେତ୍ରରେ ଆପଲକୁ ପଛରେ ପକାଇଛି ସାଓମି। ଅଗଷ୍ଟ ୨୦୨୪ରେ ସ୍ମାର୍ଟଫୋନ୍ ବିକ୍ରି କ୍ଷେତ୍ରରେ ଆପଲ୍‌କୁ ପଛରେ ପକାଇ ବିଶ୍ୱସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ସାଓମି। ଅଗଷ୍ଟ ୨୦୨୧ ପରଠାରୁ ବ୍ରାଣ୍ଡ ପ୍ରଥମ ଥର ପାଇଁ ଏହି ସ୍ଥାନ ହାସଲ କରିଛି। ଇତି ମଧ୍ୟରେ ଆପଲର … Continue reading ସାଓମିର କମାଲ୍: ଆପଲ୍‌କୁ ପଛରେ ପକାଇ ବିଶ୍ଵରେ ୨ ନମ୍ବର