ସାଓମି ପିଚକାରୀରେ ହୋଲି ଖେଳିବାକୁ ଚାହୁଁଛନ୍ତି କି?

ସମାଜ ଡିଜିଟାଲ ଡେସ୍କ: ସାଓମି ଚଳିତ ମାସ ଏକ ନୂଆ ପ୍ରଡକ୍ଟ ଭାରତୀୟ ବଜାରକୁ ଆଣିବାକୁ ପ୍ରସ୍ତୁତି ଚଳାଇଛି, ଯାହାକୁ ଲୋକେ ଏଥର ହୋଲି ଖେଳିବା ସମୟରେ ବ୍ୟବହାର କରିପାରିବେ। ଆଜି ଆମେ ଆପଣଙ୍କୁ ସାଓମିର ଏହି ଖାସ୍‌ ପ୍ରଡକ୍ଟ ବିଷୟରେ କହିବୁ। ସାଓମି ଚଳିତ ମାସରେ ଭାରତରେ ଏକ ୱାଟର ଗନ୍‌ ତଥା ପିଚକାରୀ ଲଞ୍ଚ୍‌ କରିପାରେ, ଯାହାକୁ ବ୍ୟବହାର କରି ଲୋକେ ଏଥର ତାଙ୍କ ହୋଲିକୁ ଟେକ୍ନିକାଲ ହୋଲିର ରଙ୍ଗ ଦେଇପାରିବେ। Got my … Continue reading ସାଓମି ପିଚକାରୀରେ ହୋଲି ଖେଳିବାକୁ ଚାହୁଁଛନ୍ତି କି?