ଦେଖନ୍ତୁ ଭିଡିଓ; ବଟର ମିଲ୍କରେ ପୋକ ସାଲୁବାଲୁ, କମ୍ପାନୀ ମାଗିଲା କ୍ଷମା…

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଫୁଡ୍‌ ଡେଲିଭରି ଆପର ବ୍ୟବହାର ଅଧିକ କରାଯାଉଛି । କାରଣ ଲୋକେ ଘରେ ବସି ଖାଦ୍ୟ ଜିନିଷ ମଗାଇବାକୁ ଅଧିକ ପସନ୍ଦ କରୁଛନ୍ତି । ଏହା ସଭିଁଙ୍କ ପାଇଁ ଏକ ସୁବିଧା ଜନକ ବିକଳ୍ପ ପାଲଟିଛି । ସମୟ ବଞ୍ଚାଇବାକୁ ମଧ୍ୟ ସୁଯୋଗ ମିଳିଥାଏ । ମାତ୍ର ଖାଦ୍ୟର ଗୁଣବତ୍ତା, ବିଳମ୍ବରେ ଡେଲିଭରି, ଭୁଲ୍‌ ଡେଲିଭରି ଓ ଭୁଲ୍‌ ସ୍ଥାନରେ ଡେଲିଭରି ଭଳି କେତେକ ସମସ୍ୟା ଦେଖାଦେଇଥାଏ । ଅନେକ ସମୟରେ … Continue reading ଦେଖନ୍ତୁ ଭିଡିଓ; ବଟର ମିଲ୍କରେ ପୋକ ସାଲୁବାଲୁ, କମ୍ପାନୀ ମାଗିଲା କ୍ଷମା…