ବଜାଜ ଫ୍ରିଡମ୍: ମାଇଲେଜ୍ ୧୧୫, ଜାଣନ୍ତୁ ଦାମ୍ ଓ ଫିଚର୍ସ

ନୂଆଦିଲ୍ଲୀ : ବଜାଜ ବିଶ୍ବର ପ୍ରଥମ ସିଏନଜି ମୋଟରସାଇକେଲର ବଜାର ପ୍ରବେଶ କରିଦେଇଛି । କମ୍ପାନୀ ଏହାକୁ ଫ୍ରିଡମ୍ ୧୨୫ ସିଏନଜି ନାଁ ଦେଇଛି । କମ୍ପାନୀ ଏହାକୁ ପୁଣେର ଚାକନ ପ୍ଲାଣ୍ଟରେ ଲଞ୍ଚ୍ କରିଛି । ଏହି ଅବସରରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଉପସ୍ଥିତ ଥିଲେ । ଏହା ଦେଶର ସବୁଠାରୁ ଅଧିକ ମାଇଲେଜ୍ ପ୍ରଦାନ କରୁଥିବା ମୋଟରସାଇକେଲ । କମ୍ପାନୀ ଏଥିରେ ହାଇବ୍ରିଡ୍ ସିଏନଜି ଟେକ୍ନୋଲୋଜି ବ୍ୟବହାର କରିଛି … Continue reading ବଜାଜ ଫ୍ରିଡମ୍: ମାଇଲେଜ୍ ୧୧୫, ଜାଣନ୍ତୁ ଦାମ୍ ଓ ଫିଚର୍ସ