ଆସନ୍ତା ୩ ବର୍ଷରେ ଦେଶରେ ଖୋଲିବ ଏକ ହଜାର ଗୋଷ୍ଠୀ ବେତାର କେନ୍ଦ୍ର

ଡେସ୍କ: ବିଶ୍ୱ ରେଡିଓ ଦିବସ ଅବସରରେ ଚେନ୍ନାଇରେ ଦୁଇ ଦିନିଆ ଦକ୍ଷିଣାଞ୍ଚଳ କମ୍ୟୁନିଟି ରେଡିଓ ସମ୍ମିଳନୀ ଆରମ୍ଭ ହୋଇଛି। ଭାରତରେ ଗୋଷ୍ଠୀ ବେତାର ସେବା ୨୦ ବର୍ଷ ପୂର୍ତ୍ତି ପାଳନ ପାଇଁ ଦକ୍ଷିଣାଞ୍ଚଳ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୧୭ଟି କମ୍ୟୁନିଟି ରେଡିଓ ଷ୍ଟେସନର ପ୍ରତିନିଧିମାନେ ଭାଗିଦାରୀ କରୁଛନ୍ତି। ନେକ୍ସନ ଏବଂ ଟିଆଗୋ ଇଭିର ଦାମ୍ କମାଇଲା ଟାଟା ଏଥିରେ ଯୋଗ ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି ଯେ … Continue reading ଆସନ୍ତା ୩ ବର୍ଷରେ ଦେଶରେ ଖୋଲିବ ଏକ ହଜାର ଗୋଷ୍ଠୀ ବେତାର କେନ୍ଦ୍ର