ଗିନିଜ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ଏହି ସାଇକେଲ

ନୂଆଦିଲ୍ଲୀ : ଆଜି ପର୍ଯ୍ୟନ୍ତ ଆପଣ ଅନେକ ସାଇକେଲ ଦେଖିଥିବେ କିନ୍ତୁ ଆପଣ ବିଶ୍ବର ସବୁଠାରୁ ଲମ୍ବା ସାଇକେଲ ଦେଖିନଥିବେ । ଏହାର ଲମ୍ବ ୧୮୦ ଫୁଟ, ୧୧ ଇଞ୍ଚ ମପାଯାଇଛି । ବିଶ୍ବର ସବୁଠାରୁ ଲମ୍ବା ସାଇକେଲ ଭାବେ ଏହା ଗିନିଜ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ବନାଇପାରିଛି । ଏହି କାରନାମା କରି ଦେଖାଇଛନ୍ତି ନେଦରଲ୍ୟାଣ୍ଡର ୮ ଜଣ ଇଞ୍ଜିନିୟର  । Related Posts କୁର୍ଙ୍ଗୁଲି ନାଳରେ କାର ଦୁର୍ଘଟଣା, ଅଳ୍ପେକ… Oct 5, 2024 … Continue reading ଗିନିଜ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ଏହି ସାଇକେଲ