ନିର୍ବାଚନ କମିସନଙ୍କ ନୋଟିସକୁ ମାନିବୁ ନାହିଁ – ଉଦ୍ଧବ ଠାକରେ

ଡେସ୍କ: ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ରବିବାର କହିଛନ୍ତି ଯେ ତାଙ୍କ ଦଳର ନୂଆ ସଙ୍ଗୀତରୁ ‘ଜୟ ଭବାନୀ’ ଏବଂ ‘ହିନ୍ଦୁ’ ଶବ୍ଦ ହଟାଇବା ପାଇଁ ତାଙ୍କୁ ନିର୍ବାଚନ କମିଶନଙ୍କ ଠାରୁ ନୋଟିସ୍ ମିଳିଛି, କିନ୍ତୁ ସେ ଏହାକୁ ମାନିବେ ନାହିଁ। ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ଧବ ଠାକରେ କହିଛନ୍ତି ଯେ ସଙ୍ଗୀତରୁ ଜୟ ଭବାନୀଙ୍କୁ ହଟାଇବା ମହାରାଷ୍ଟ୍ର ପ୍ରତି ଅପମାନ। ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଭିଯୋଗ; କେଜ୍ରିୱାଲଙ୍କୁ ବିନା ଚିକିତ୍ସାରେ ହତ୍ୟା କରିବାକୁ କେନ୍ଦ୍ର କରୁଛି ଷଡ଼ଯନ୍ତ୍ର … Continue reading ନିର୍ବାଚନ କମିସନଙ୍କ ନୋଟିସକୁ ମାନିବୁ ନାହିଁ – ଉଦ୍ଧବ ଠାକରେ