ବିଜେପି ସାଂସଦ ରବି କିଶନ ମୋ ଝିଅର ବାପ – ମହିଳାଙ୍କ ଅଭିଯୋଗ

ଡେସ୍କ: ଭୋଜପୁରୀ ସୁପରଷ୍ଟାର ତଥା ବିଜେପି ସାଂସଦ ରବି କିଶନଙ୍କୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଗୋରଖପୁରର ଜଣେ ମହିଳା ଅଭିନେତା, ନିର୍ମାତା ତଥା ରାଜନୀତିଜ୍ଞ ରବି କିଶନଙ୍କ ବିରୋଧରେ ସଂଗୀନ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ, ସମ୍ପୃକ୍ତ ମହିଳାଙ୍କ ୧୫ ବର୍ଷୀୟ ଝିଅ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଅନୁରୂପ ଅଭିଯୋଗ କରିଛନ୍ତି। ଏବେ ଟ୍ୱିଟରରେ ଏହି ଖବର ଆଲୋଚନାର ବିଷୟ ପାଲଟିଛି। ଗୋରଖପୁରର ବିଜେପି ସାଂସଦ ତଥା ଚଳଚ୍ଚିତ୍ର ଅଭିନେତା ରବି କିଶନ ଶୁକ୍ଳାଙ୍କୁ … Continue reading ବିଜେପି ସାଂସଦ ରବି କିଶନ ମୋ ଝିଅର ବାପ – ମହିଳାଙ୍କ ଅଭିଯୋଗ