ମେକ୍ସିକୋରେ ମଦ କାରଖାନାରେ ଅଗ୍ନିକାଣ୍ଡ, ୫ ଶ୍ରମିକ ମୃତ

ମେକ୍ସିକୋ ସିଟି: ମେକ୍ସିକୋରେ ବିସ୍ଫୋରଣ ପରେ ଏକ ମଦ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ୫ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଜାଲିସ୍କୋ ରାଜ୍ୟରେ ଏକ ମଦ କାରଖାନାରେ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ମଦ କାରଖାନାରେ ନିଆଁ ଲାଗିଯାଇଥିଲା । ଏଥିରେ ୫ ଜଣ ପ୍ରାଣ ହରାଇବା ସହିତ ୨ ଜଣ ଆହତ ହୋଇଛନ୍ତି । ଗୁରୁତର ୨ ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାଜ୍ୟ ନାଗରିକ … Continue reading ମେକ୍ସିକୋରେ ମଦ କାରଖାନାରେ ଅଗ୍ନିକାଣ୍ଡ, ୫ ଶ୍ରମିକ ମୃତ