ବିଶେଷଜ୍ଞଙ୍କ ମତ ; ହିମାଳୟରୁ କାହିଁକି ଉଭାନ୍‌‌ ହୋଇଯାଉଛି ବରଫ?

ନୂଆଦିଲ୍ଲୀ : ଭାରତ ଓ ନେପାଳର ହିମାଳୟ ଅଞ୍ଚଳରେ ବରଫ ବର୍ଷା କିଛି ବର୍ଷ ମଧ୍ୟରେ ହ୍ରାସ ହେଉଥିବା ପରିଲକ୍ଷିତ ହୋଇଛି। ଏହାର ମୁଖ୍ୟ କାରଣ ଜଳବାୟୁ ପରିବର୍ତ୍ତନ। ବର୍ଷା,ବରଫ ବର୍ଷା ଓ ଶୀତଦିନରେ ପ୍ରଭେଦ ଆସୁଥିବା ଦେଖାଯାଉଛି। ଲଗାତାର ବରଫର ମାତ୍ରା କମୁଛି। ଦିନ ଓ ରାତି ତାପମାତ୍ରା ମଧ୍ୟ ବୃଦ୍ଧି ପାଉଛି। ଏହି କାରଣରୁ ବର୍ତ୍ତମାନ ପାହାଡରେ ଆଉ ବରଫ ଦେଖିବାକୁ ମିଳୁନାହିଁ। ନେପାଳ ଠାରୁ ଆରମ୍ଭ କରି ଭାରତର ହିନ୍ଦୁକୁଶ ହିମାଳୟ ପର୍ଯ୍ୟନ୍ତ … Continue reading ବିଶେଷଜ୍ଞଙ୍କ ମତ ; ହିମାଳୟରୁ କାହିଁକି ଉଭାନ୍‌‌ ହୋଇଯାଉଛି ବରଫ?